Take a fresh look at your lifestyle.

ୟାମି ଗୈତମି କରୁ କରୁ କିଛି ଏମିତିକା କରିଦେଲେ Swiming Pool ରେ ଭାଇରଲ ହେବାରେ ଲାଗିଛି । ଲୋକ ହୋଇଗଲେ ଦିଓ୍ବାନା

0 67

ୟାମି ଗୈତମ ଙ୍କୁ ଆପଣ ବହୁତ ଭଲ ଭାବେ ତ ଜାଣି ଥିବେ କିନ୍ତୁ ଏମିତି ରେ ସେ ବଲିଉଡ ର ଜଣେ ଜଣା ସୁଣା ନାୟିକା ଭାବେ ଜଣା ଜାଆନ୍ତି । ତେବେ ଆପଣ ୟାମି ଗୈତମ ଙ୍କର ଏହି ସୁନ୍ଦର ଫୋଟ ତ ଆପଣ ଦେଖି ପାରୁଥିବେ । କିପରି ସେ ବହୁତ ହଟ ଓ ସେକ୍ସି ଲାଗୁଛନ୍ତି । ତେବେ ଆପଣ ମାନେ ବର୍ତ୍ତମାନ ଏହି ଫୋଟ କୁ ଲାଇକ କରୁଛନ୍ତି । ନା ନାହିଁ ଆମକୁ ଜଣାନ୍ତୁ ।

ତେବେ ଆସନ୍ତୁ ଜାଣିବା କଣ ରହିଛି ପୂରା ଖବର । ବର୍ତ୍ତମାନ ସମୟ ରେ ୟାମି ଗୈତମ ଙ୍କ ହଟ ଲୁକ ର ଫୋଟ ଏବେ ଇଣ୍ଟର ନେଟ ରେ ବହୁତ ପରିମାଣ ରେ ଭାଇରଲ ହେବାରେ ଲାଗିଛି । ଓ ଏମିତି ରେ ଲୋକ ମାନଙ୍କୁ ଏହି ଫୋଟ ବହୁତ ପସନ୍ଦ ବି ଆସୁଛି । କଥା କଣ କି ଆଜ୍ଞା ଏହି କିଛି ଦିନ ତଳେ ୟାମି ଗୈତମ ମାଲଦ୍ବିପ ବୁଲିବା ପାଇଁ ଜାଇଥିବା ବେଳେ ସେ ସୁଇଁମିଙ୍ଗ ପୁଲ ରେ ଯୁଗ କରୁ ଥିବାର ଦେଖା ଦେଇ ଥିଲେ ।

ନିକଟ ରେ ତାଙ୍କର ଫିଲ୍ମ ସରକାର ସୁଟିଂ ଚାଲୁଥିବା ବେଳେ ସେ ଏହି ଭିଡିଓ ର ସୁଟିଂ ହୋଇଥିଲା । ଯେଉଁଥିରେ କି ୟାମି ଗୈତମ ଙ୍କ ହଟ ଲୁକ ରେ ଦେଖା ଦେଉଥିଲେ । ଯେପରି କପଡା ଭିଜି ଗଲା ପରେ ଦେଖାଯାଏ। ତେବେ ଆପଣ ଏଇ ଥିରୁ ବୁଝି ପାରୁଥିବେ ।

ତେବେ ସେ ମାଲଦ୍ବୀପ ର ବୁଲା ବୁଲି କରୁଥିବା ବେଳେ ଗୋଟିଏ ଟିଭି ସୋ ର ସିରିଏଲ ପହଁଚି ଥିଲା ଏମିତି ରେ ୟାମି ଙ୍କ କିଛି ଭିଡିଓ ସୁଟିଂ କରିବା ପାଇଁ ଚାହୁଁ ଥିବାରୁ ସୋ ର କାର୍ଯ୍ଯ କର୍ତ୍ତା ପୂଜା ଅରୋରା ସହିତ ପାଣି ରେ ସୁଟିଂ କରିବା ବେଲେ ଏପରି ଦେଖା ଦେଇଥିଲେ । ଏମିତି ସମୟ ରେ ବର୍ତ୍ତମାନ ଏହି ଫୋଟ ବହୁତ ଭାଇରଲ ଯିବା ରେ ଲାଗିଛି ।

ଏହି ପୋଟ କୁ ଦେଖି ଲୋକ ମାନେ ବହୁତ ରିୟାକ୍ସନ ଦେବାରେ ଲାଗିଛନ୍ତି । ଏହି ଫୋଟ କୁ ଲୋକ ବହୁତ ପରିମାଣ ରେ ପସନ୍ଦ କରି ବାରେ ଲାଗିଛନ୍ତି ।

ତାଙ୍କର ଏହି ପିଲ୍ମ ଲାଗୁଛି ଏବେ ହିଟ ହେବାରେ ବି ଲାଗିବ ବୋଲି କାରଣ ୟାମି କହିଛନ୍ତି କି ଏହି ଫିଲ୍ମ ରେ ସେ ବହୁତ କଷ୍ଟ କରିଛନ୍ତି ବୋଲି ତେଣୁ ଏହି ଫିଲ୍ମ ନିଶ୍ଚିତ ଭାବେ ହିଟ୍ ହେବ ବୋଲି ସେ କହିଛନ୍ତି । ତେବେ ଆପଣ ଆମକୁ କୁହନ୍ତୁ କି ୟାମି ଙ୍କ ଏହି ହଟ୍ ଲୁକ ର ଫୋଟ ଆପଣଙ୍କୁ କେମିତି ଲାଗିଛି ଆମକୁ ସୁ ନିଶ୍ଚିତ ଭାବେ କରନ୍ତୁ । ଓ ନିଶ୍ଚିତ ଭାବେ ସେୟାର କରନ୍ତୁ ।

Leave A Reply

Your email address will not be published.