Loading...

ଭୁଲ ରେ ବି କିନ୍ନର ମାନଙ୍କୁ ଦିଅନ୍ତୁ ନାହିଁ ଏପରି ଜିନିଷ ନଚେତ ହୋଇଯିବେ କ୍ଷେଣକରେ ଭିକାରୀ .

0 544

ଦୁନିଆ ରେ ବହୁତ ଅଦ୍ଭୁତ ଜିନିଷ ହୋଇଥିବା ତେବେ ଆପଣ ମାନେ କିନ୍ନର ମାମନଙ୍କୁ ତ ବହୁତ ଭଲ ଭାବରେ ଜାଣିଥିବେ । ସେମାନେ ପ୍ରାୟତ ଯେକୈସି ଘରର ଶୁଭ କାର୍ଯ୍ଯ ରେ ଜିବା ଆସିବା କରିଥାନ୍ତି । ଜଦି କେବେ କିନ୍ନର ମାନଙ୍କୁ ଠୁ ଆପଣଙ୍କୁ ଆଶ୍ରୀବାଦ ମିଳିଥାଏ ତେବେ ଆପଣଙ୍କ ପାଇଁ ବହୁତ ମାତ୍ରା ଭଲ ସମାଚାର ମିଳିବାର ସୂଚନା ରହିଥାଏ । ଓ ବ୍ୟକ୍ତି ଙ୍କ ଭାଗ୍ୟ ବଦଳିଥାଏ । ଓ ଯଦି କେବେ କିନ୍ନର ମାନେ କେବେ ଅଭିସାପ ଦେଇଥାନ୍ତି ତେବେ ସେହି ବ୍ୟକ୍ତିଙ୍କ ପ୍ରତି ବହୁତ ଅସୁବିଧା ହୋଇଥାଏ । ଓ ଆପଣ ବର୍ବାଦ ହୋଇଯାଇ ପାରନ୍ତି ।

ସେଥିପାଇଁ କୈଣସି ସମୟ ତଥା ବାହାଘର ଉତ୍ସବ ରେ ବା ଜନ୍ମ ଦିନ ରେ କୈଣସି କିନ୍ନର ମାନେ ଆସିଥିଲେ ତାଙ୍କୁ ଏପରି କିଛି କୁହାଯାଏ ନାହିଁ ଯେଉଁଥି ପାଇଁ କୈଣସି ଅସୁବିଧା ସୃଷ୍ଟି ହେବ । ଯଦି ଆପଣଙ୍କ ଘର ପାଖରେ କିଛି କିନ୍ନର ରହୁଛନ୍ତି ତ ଆପଣ ଯେକୈଣସି ଉତ୍ସବ ରେ ଡାକନ୍ତୁ । ନଚେତ ଏପରି ଭୋଗ କରିବା ପାଇଁ ପଡି ପାରେ । କଣ ଆପଣ ଜାଣିଛନ୍ତି ବହ୍ମା ଙ୍କ ଠାରୁ କିନ୍ନର ସବ୍ଦ ର ସୃଷ୍ଟି ହୋଇଛି । ତବେ ଆପଣ ଯଦି କିନ୍ନର ଙ୍କ ଅପମାନ କରୁଛନ୍ତି ତେବେ ଆପଣ ବର୍ହ୍ମା ଙ୍କ ଅପମାନ କରୁଛନ୍ତି । ଆମେ ଆଜି ଜାଣିବା କି କିନ୍ନର ମାନଙ୍କୁ କେଉଁ ଜିନିଷ ଦେବା ଉଚିତ ନୁହେଁ ନଚେତ ହୋଇ ପାରେ ଆପଣ ଙ୍କ ସହିତ କିଛି ଖରାପ ।

ତେବେ ଆସନ୍ତୁ ଜାଣିବା ସେହି ଜିନିଷର ନାମ କଣ କଣ । ପ୍ରଥମ ରେ ଆସୁଛି ଝାଡୁ ଆପଣ କେବେ ବି ଝାଡୁ ର ଦାନ ଦିଅନ୍ତୁ ନାହିଁ କାରଣ ଏହାର ଦାନ ଦେବା ଦ୍ବାରା ମାଁ ଲକ୍ଷ୍ମୀ ଘର ଛାଡି ଚାଲି ଜାଅାନ୍ତି । ଓ ଦ୍ବିତୀୟ ରେ ରହିଛି ଷ୍ଟିଲ ର ବସ୍ତୁ ଆପଣ ଭୁଲ ରେ ବି କେବେ ଷ୍ଟିଲ ର ବସ୍ତୁ କିନ୍ନର ମାନଙ୍କୁ ଦିଅନ୍ତୁ ନାହିଁ । କାରଣ ଏହା ଦେବା ଦ୍ବାରା ଆପଣ ଙ୍କ ଘର ର ସୁଖ ସାନ୍ତିି ନଷ୍ଟ ହୋଇଯାଏ ।

ଓ ତୃତୀୟ ରେ ରହିଛି ପୁରୁଣା କପଡା କେବେ ବି ଆପଣ ଏହି ଜିନିଷ ଦିଅନ୍ତୁ ନାହିଁ କାରଣ ଏହା ଦ୍ବାରା ଆପଣ ଙ୍କ କେଉଁ କାର୍ଯ୍ଯ ସଫଳ ହୋଇ ପାରିବ ନାହିଁ । ଚତୁର୍ଥ ରେ ରହିଛି ତେଲ ଦିଅନ୍ତୁ ନାହିଁ ଘରରେ ବହୁତ ସମସ୍ୟା ଦେଖାଦେବା ରେ ଲାଗି ପାରେ । ସେଷ ରେ ରହିଛି ପ୍ଲାଷ୍ଟିକ ର ଜିନିଷ ଦିଅନ୍ତୁ ନାହିଁ କାରଣ ଏହି ବସ୍ତୁ ଦେବା ପରେ ଆପଣ ଙ୍କ ଘରର ବୃଦ୍ଧି ରହିଯିବ । ତେବେ ଆପଣ ଭୁଲ ରେ ବି ଏହି ପାଞ୍ଚଟି ଜିନିଷ ଭିତରୁ କେଉଁଟି ବି ଦିଅନ୍ତୁ ନାହାଁ । ନଚେତ ଆପଣଙ୍କ ଘର ବର୍ବାଦି ଆଡକୁ ବଢି ଯାଇପାରେ ।

Loading...
Loading...