Take a fresh look at your lifestyle.

ବହୁତ ବହୁତ ଧନ୍ୟବାଦ ଗୋଟିଏ ପିଲାର ଜୀବନ ବଞ୍ଚାଇ ଥିବାରୁ ! ସେୟାର କରି ସମସ୍ତକୁ ଜଣାନ୍ତୁ ଆଉ ଅଧିକ ଟଙ୍କା ନ ପଠାଇବାପାଇଁ

0 90

ଆପଣଙ୍କ ସାହାଜ୍ୟ କରି ଗୋଟେ ପିଲାର ଜୀବନ ବଞ୍ଚାଇ ଥିବାରୁ କିନ୍ତୁ ଆଉ ଅଧିକ ପଇସାର ଦରକାର ନାହଁ କନ୍ତୁ କିଛି ଲୋକ ଏବେ ବି ମଧ୍ୟ ପଇସା ପଠଉଛନ୍ତି । ତେଣୁ ପୁଣି ଥରେ ସେୟାର କରି ସମସ୍ତକ ପାଖରେ ପହଞ୍ଚାନ୍ତୁ । ଧନ୍ୟବାଦ

ଗତ କିଛି ଦିନ ତଳେ ଆମେ ଆଣଙ୍କୁ ଜଗତସଂହପୁର ର AK ଏକାଡେମିର ସ୍କୁଲ ରେ ପଢୁଥିବା ଏହି ନବମ ଶ୍ରେଣୀ ର ପିଲା କୁ ନେଇ କିଛି ଅନୁରୋଧ କରିବା ସହିତ ଆମେ ଆପଣଙ୍କୁ ତାର ଭଲ ହେବା ପାଇଁ ସାହାଯ୍ୟ ର ହାତ ବଢାଇବା ପାଇଁ କହିଥିଲୁ । ଏହି ପିଲା ବର୍ତ୍ତମାନ ସମୟ ରେ ମୃତ୍ୟୁ ସହିତ ଲେଢଇ କରୁଥିବା ନେଇ । ଆମେ ଆପଣଙ୍କୁ ଏହି ପିଲା ବିଷୟ ରେ ସବୁ କିଛି ଜଣାଇଥିଲୁ ।

ଯଦି ଆପଣ ଜାଣି ନାହାନ୍ତି ତେବେ ଆମେ ଆପଣଙ୍କୁ ପୁଣି ଥରେ କହି ଦେଉଛୁ କି ଏହି ପିଲା ବର୍ତ୍ତମାନ ସମୟ ରେ ଗଳ କର୍କଟ ରୋଗରେ ପିଡିତ ରହିଛି । ଓ ଏହି ନବମ ଶ୍ରେଣି ଛାତ୍ରର ମା ଓ ବାପା ବହୁତ ଗରିବ ହୋଇ ଥିବାରୁ ତାଙ୍କ ପାଖରେ ଏତେ ବି ପଇସା ନଥିଲା କି ସେମାନେ ତାଙ୍କ ପିଲା ର ଚିକିତ୍ସା କରି ପାରିବେ ।

ତେବେ ଏପରି ବେଳେ ଚିକିତ୍ସା ରୁ ଜଣା ପଡିଥିଲା କି ଏହି ପିଲା ବର୍ତ୍ତମାନ ସମୟ ରେ ଯଦି ଚିକିତ୍ସିତ ହୁଏ ତେବେ ସେ ସଂମ୍ପୂର୍ଣ୍ଣ ଭାବେ ଭଲ ହୋଇ ପାରିବ ବୋଲି । କାରଣ ସେ ବର୍ତ୍ତମାନ ସମୟ ରେ ସେ ପ୍ରଥମ ଷ୍ଟେଜ ରେ ରହିଥିବାରୁ ଏହା ସଂମ୍ପୂର୍ଣ୍ଣ ଭାବେ ସମ୍ଭବ ଅଟେ । ଖାସ ସେଇଥି ପାଇଁ ଏହି ପିଲା ର ମା ଓ ବାପା ଆପଣ ମାନଙ୍କୁ ଲୋଡି ଥିଲେ ।

କାରଣ ତାଙ୍କ ପାଖରେ ପଇସା ନଥିଲା କି ସେମାନେ ତାଙ୍କ ପିଲା ର ଚିକିତ୍ସା କରି ପାରିବେ ବୋଲି । ଖାସ ଏଇଥି ପାଇଁ ଆମେ ଆପଣଘଙ୍କୁ ଏହି ପିଲା ବିଷୟ ରେ ସଂମ୍ପୂର୍ଣ୍ଣ କଥା ଜଣାଇ ଆପଣଙ୍କୁ ସହାୟତା ର ହାତ ବଢାଇ ବା ପାଇଁ କହିଥିଲୁ । ଖାସ ସେଇଥି ପାଇଁ ଆମେ ଆପଣଙ୍କୁ ପୁଣି ଥରେ ଧନ୍ୟବାଦ କହିବା ପାଇଁ ଆସିଛୁ ।

କି ଆପଣ ମାନଙ୍କ ସହାୟତା ପାଇଁ ହିଁ ଆଜି ସେହି ପିଲା ର ଚିକିତ୍ସା ରେ ବାଧା ଉପୁଜି ନାହିଁ । ଆମେ ଆପଣଙ୍କୁ ସେପରି ତ କହିପାରି ବୁନି କି କିଏ କିଏ ସହାୟତା ର ହାତ ବଢାଇଥିଲେ । କିନ୍ତୁ ଏହା ଆପଣଙ୍କୁ ନିଶ୍ଚିତ ଭାବେ ଜଣାଇ ଦେଇ ପାରିବୁ କି ଖାସ ଆପଣଙ୍କ ର ସହାୟତା ପାଇଁ ହିଁ ପ୍ରଥମ ଦିନ ରୁ ହିଁ 60 ହଜାର ର ସହାୟତା ରାଶି ମିଳି ପାରିଥିବା ବେଳେ ବର୍ତ୍ତମାନ ସମୟ ରେ 2 ଲକ୍ଷ ଟଙ୍କା ର ସହାୟତା ରାଶି ମିଳି ପାରିଛି ।

ଏହା ବି ଖାସ ଆପଣ ମାନଙ୍କ ଦୟା ଓ ଗୋଟିଏ ଓଡିଆ ପୁଅ କୁ ସାହାଯ୍ୟ କରିବାର ମନ ବୃତି ଯୋଗୁଁ ହିଁ ଏପରି ସମ୍ଭବ ହୋଇଛି । ତେଣୁ ଆମେ ଆପଣଙ୍କୁ ଆମ ତରଫ ରୁ ବହୁତ ବହୁତ ଧନ୍ୟବାଦ ଜଣାଇବା ସହିତ ସେହି ପିଲାର ମଙ୍ଗଳ କାମନା କରିବା ପାଇଁ ଅନୁରୋଧ କରୁଛୁ ।

Leave A Reply

Your email address will not be published.