Take a fresh look at your lifestyle.

ରଚିଦେଲେ ନୁଆ ଇତିହାସ ଯୁବରାଜ ସିଂ, 7 ଟି ବଲରେ କରିଦେଲେ 52 ରନ, ଦଳକୁ ଫେରିବା ନେଇ ଆସିଲା ଏହି ନିଷ୍ପତି

0 124

ଆଜିର ସମୟ ରେ ଯେତେ ବେଳେ ବି କ୍ରିକେଟ କଥା ସାମ୍ନା କୁ ଆସି ଥାଏ ତେବେ ନିଶ୍ଚିତ ଭାବେ ଭାରତ ର ଏମିତି ବହୁତ ଦିଗ୍ଜଜ ଖେଳାଳଇ ଙ୍କୁ ମନେ ଆସି ଥାଏ । ଏମିତି ରେ ଏବେ ପ୍ରାୟତଃ ଲୋକ ମାନେ ଏହି ଖେଳ କ୍ରିକେଟ କୁ ମାନ୍ୟତା ଦେବାରେ ଲାଗିଛନ୍ତି । ଏମିତି ରେ ଅତିତ ରେ ଏମିତି କିଛି ଖେଳାଳି ମାନେ ସାମ୍ନା କୁ ଆସିଛନ୍ତି ଯେଉଁ ମାନେ କି ଆଜିର ସମୟ ରେ ବି ଲୋକ ମାନଙ୍କୁ ନିଜର କୈଶଳ ଓ ଖେଳ ର ପ୍ରତିଭା ଦେଖାଇ ବା ରେ ଲାଗିଛନ୍ତି । ଏମିତି ବେଳେ ଆମେ ଆଜି ସେହି ପରି ଜଣେ ଭାରତୀୟ ଦିଗ୍ଗଜ ଖେଳାଳି ଙ୍କ ବିଷୟ ରେ ଆଜି କଥା ହେବା ପାଇଁ ଆସିଛୁ ଯିଏ

ଏବେ ତାଙ୍କର ଏମିତି ହିଁ ଗୋଟିଏ ପାରି ରେ ସେହି ପରି କି ଛି କରି ଦେଖେଇ ଛନ୍ତି ବୋଲି ଜଣା ପଡ଼ିଛି ତେବେ ଆମେ ଆଜି ଜାହାଙ୍କ କଥା କହୁଛୁ ସେ ହେଉଛନ୍ତି । ଭାରତୀୟ ଖେଳାଳି ଜୁବରାଜ ସିଂ ।ଏମିତି ରେ ଆଜିବି ଲୋକ ମାନେ ତାଙ୍କ ର ସେହି ଖେଳ କୁ ସବୁ ବେଳେ ମନେ ପକାନ୍ତି ଯେଉଁ ଥିରେ ସେ 6 ଟି ବଲ ରେ 6 ଛକା ମାରି ଥିବା ଜଣା ପଡ଼ି ଥିଲେ ତେବେ ଠାରୁ ଏମିତି ବହୁତ ଲୋକ ମାନେ ରହିଛନ୍ତି ଯେଉଁ ମାନେ କି ଜୁବରାଜ ସିଂ ଙ୍କୁ ବହୁତ ପସନ୍ଧ କରନ୍ତି । ଏମିତି ବେଳେ ସେ ପୁଣି ଥରେ ସେହି ଫେନ ମାନଙ୍କୁ ନିରଶ କରି ନାହାନ୍ତି ବୋଲି ଜଣା ପଡ଼ିଛି

Image result for yuvaraj

ଯେଉଁ ଥିରେ ଏହି ନିକଟ ରେ ଚାଲି ଥିବା ଏକ ଇନ୍ଂସ ରୁ ଜଣା ପଡ଼ିଛି ସେହି ମ୍ୟଚ ରେ ସେ ମାତ୍ର 12 ଟା ବଲ ରେ 50 ରନ କରି ଥିବା ଜଣା ପଡ଼ିଛି । ତଥା ଏହା ତାଙ୍କର ଆଉ ଏକ ବିଶ୍ବ ରେକର୍ଡ ବୋଲି ଜଣା ପଡ଼ିଛି । ଯେପରି କି ଆମେ ମାନେ ଜାଣଛେ କି ଏହି ଖେଳାଳି ଜଣେ ବହୁତ ଭଲ ଖେଳାଳି ଟେ ହୋଇ ଥିବା ବେଳେ ତାଙ୍କୁ ବୋର୍ଡ ସବୁ ଖେଳରୁ ଚୟନ କଲା ବେଳେ ତାଙ୍କୁ ନଜର ଅନ୍ଦାଜ଼ କରିଦେଉଛି ।

ଏମିତି ରେ ଏହି ନିକଟ ରେ ଚାଲି ଥିବା ବିଜୟ ହଜାରେ ଟ୍ରଫି ରେ ସେ ଖେଳି ଥିବା ଜଣା ପଡ଼ି ଥିଲା ଓ ସେ ସେହି ଥିରେ ପଞ୍ଜାବ ଓ ମୁମ୍ବାଇ ସହିତ ଭେଚି ଥିଲା ପରେ ସହି ଥିରେ ମୁମ୍ଭାଇ 245 ରନ୍ ର ଗୋଟିଏ ବିଶାଳ ରେକର୍ଡ କରି ଥିବା ବେଳେ ପରେ ପଞାବ ରେ ଜୁବରାଜ ସିଂ ବି କିଛି କମ୍ ଖେଳି ନଥିଲେ ସେ ବି ନିଜର ଅସଲ ଖେଳ ସେଠାରେ ଦେଖେଛନ୍ତି ବୋଲି ଜଣା ପଡ଼ିଛି । ତେବେ ମାତ୍ର 16 ଟି ବଲ ରେ 82 ରନ୍ ଥିବା ବେଳେ ଜିତିବା ପାଇଁ ମାତ୍ର 6 ଟି ବଲ ରେ ଜୁବରାଜ ସିଂ ଲମ୍ଭା ଛକା ଦେଖିବା ପାଇଁ ମିଳଇ ଥିବା ବେଳେ ସେମାନେ ଏହି ମ୍ୟଚ ରେ ଜିତି କରି ଜାଇ ଛନ୍ତି ।

Leave A Reply

Your email address will not be published.